• 2,00,000ରୁ 10,00,000 ଟଙ୍କା ପର୍ଯ୍ୟନ୍ତ ଏମ୍ ଏ ବି
  • ବେସ୍ ଶାଖା ବ୍ୟତୀତ ଅନ୍ୟ ସ୍ଥାନରେ ଦୈନିକ 1,00,000/- ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ
  • ଖୁଚୁରା ଋଣ ଉପରେ ଶୂନ୍ୟ ପ୍ରକ୍ରିୟାକରଣ ଶୁଳ୍କ
  • ମାସକୁ ଦୁଇଥର ମାଗଣା ଖାତା ବିବରଣୀ
  • ଡିଡି କରିବା ପାଇଁ ନିଲ ଶୁଳ୍କ
  • ମାଗଣା ଏ ଟି ଏମ୍ କମ୍ ଡେବିଟ୍ କାର୍ଡ ସହ ନିଲ ଲେଭେନ୍ୟୁଲ୍ ଚାର୍ଜ
  • ଗ୍ରୁପ୍ ପର୍ସନାଲ ଆକ୍ସିଡେଣ୍ଟ (ଜିପିଏ) ଇନସ୍ୟୁରାନ୍ସ ହେଉଛି କରେଣ୍ଟ ଆକାଉଣ୍ଟର ଏକ ଏମ୍ବେଡେଡ୍ ଫିଚର ଯେଉଁଥିରେ ବ୍ୟକ୍ତିଗତ, ମାଲିକଙ୍କୁ ମାଗଣାରେ 50 ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଏ ।
BOI-STAR-DIAMOND-CURRENT-ACCOUNT