ଏସୟୁଡି ଲାଇଫ୍ ଅଭୟ ହେଉଛି ଏକ ଅଣ-ଲିଙ୍କ୍ ଅଣ-ଅଂଶଗ୍ରହଣକାରୀ ଟର୍ମ ଆସ୍ୟୁରାନ୍ସ ପ୍ଲାନ୍ ଯାହା ଦୁର୍ଭାଗ୍ୟଜନକ ମୃତ୍ୟୁ କ୍ଷେତ୍ରରେ ଆପଣଙ୍କ ପରିବାର ପାଇଁ ସୁରକ୍ଷା ପ୍ରଦାନ କରେ । ପ୍ରିମିୟମ ର ରିଟର୍ଣ୍ଣ ବିକଳ୍ପ ସହିତ ଲାଇଫ କଭର କିମ୍ବା ଲାଇଫ କଭର ମଧ୍ୟରୁ ଗୋଟିଏ ଚୟନ କରିପାରିବେ । ଏଥିରେ ତିନୋଟି ଭିନ୍ନ ପ୍ରକାରର ପେ-ଆଉଟ୍ ବିକଳ୍ପ ରହିଛି ଯାହାକୁ ଆପଣ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଚୟନ କରିପାରିବେ । ଏହି ପ୍ଲାନ୍ ସହିତ ଏସ୍ୟୁଡି ଲାଇଫ୍ ଆକ୍ସିଡେଣ୍ଟାଲ ଡେଥ୍ ଏବଂ ଟୋଟାଲ୍ ଆଣ୍ଡ୍ ପରମାନେଣ୍ଟ ଡିଜାବିଲିଟିି ବେନିଫିଟ୍ ରାଇଡର୍ ମଧ୍ୟ ଉପଲବ୍ଧ ରହିଛି।

  • ଏକାଧିକ ପଲିସି ଟର୍ମ ଏବଂ ପ୍ରିମିୟମ ପେମେଣ୍ଟ ଟର୍ମ ବିକଳ୍ପଗୁଡ଼ିକ ମଧ୍ୟରେ ବାଛିବା ପାଇଁ ନମନୀୟତା
  • 40 ବର୍ଷ ପର୍ଯ୍ୟନ୍ତ କଭରେଜ୍
  • 100 କୋଟିର ସର୍ବାଧିକ ଜୀବନ କଭର


  • ସର୍ବନିମ୍ନ 15 ବର୍ଷ
  • ସର୍ବାଧିକ 40 ବର୍ଷ


  • ସର୍ବନିମ୍ନ: 50 ଲକ୍ଷ ଟଙ୍କା
  • ସର୍ବାଧିକ: 100 କୋଟି

SUD-Life-Abhay